କିଏ ବୁଝିବ ନୁପି ମାଉସୀଙ୍କ ଦୁଃଖ |



ସୁନ୍ଦରଗଡ଼:–(ଡମୁ ପାତ୍ର)   ନୁପି ମାଉସୀଙ୍କ ସ୍ୱାମୀ ରେଗା ମୁଣ୍ଡାଙ୍କ ଦେହାନ୍ତ ପରେ ତିନି ଛୁଆଙ୍କୁ ଧରି ଦୁଃଖ କଷ୍ଟରେ ରହି ଆସୁଥିଲେ, କିନ୍ତୁ ଦୃଭାଗ୍ୟର ବିଷୟ ଜଙ୍ଗଲୀ ହାତୀ ତାଙ୍କର ରହୁଥିବା ଘର ଟି ଭାଙ୍ଗି ଚୂର୍ମାର କରିଦେଲା, କିନ୍ତୁ କୌଣସି ବନୋବିଭାଗ ମାଉସୀଙ୍କ ପାଖକୁ ପହଁଞ୍ଚିଲେ ନାହିଁ, ଶେଷରେ ଗୋଟିଏ ଛଟ କୁଡ଼ିଆ ଘର କରି ରହିଆସୁଛନ୍ତି,ହଁ ଆଜ୍ଞା ଆମ୍ଭେ କହୁଛୁ ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ବ୍ଲକ ଅନ୍ତର୍ଗତ କଲତା ପଞ୍ଚାୟତ ଝିରପାଣି ଗ୍ରାମର ମହୁଲଡିହା ଟଲା କଥା ନୁପି ମାଉସୀଙ୍କ ସ୍ୱାମୀ ଆଜିକୁ ୧୫ବର୍ଷ ହବ ହେହାନ୍ତ ହୋଇ ସାରିଛନ୍ତି, କିନ୍ତୁ ନୁପି ମାଉସୀଙ୍କୁ ଏ ପ୍ରଯନ୍ତ ମିଳିପାରିଲାନାହିଁ ବିଧବା ଭତା ରାସୁନକାର୍ଡ କିମ୍ବା ଖଣ୍ଡିଏ ରହିବା ପାଇଁ ବାସ ଗୃହ,ସେହି ଛଟ କୁଡ଼ିଆ ଘରୁ ବଡ଼ ଝିଅକୁ ବିବାହ କରିଦେଲେ ଆଉ ରହିଲେ ଦୁଇ ପୁଅ ଘର ଚଳିବା ପାଇଁ ବହୁତ ଅସୁବିଧା ହେବାରୁ ମଝିଆଁ ପୁଅ ଦାଦନ ଖଟିବାକୁ ଅନ୍ଦାବାଦ ଚାଲି ଯାଇଛନ୍ତି,ନୁପି ମାଉସୀ ଛଟ କୁଡ଼ିଆ ଘରେ ବହୁତ କଷ୍ଟରେ ଜୀବନ କାଟୁଛନ୍ତି, କିନ୍ତୁ ସରକାର ପ୍ରତେକ ଦିନ ଯଜନା ପରେ ଯଜନା ପ୍ରସ୍ତୁତ କରି ଚାଲିଛନ୍ତି କିନ୍ତୁ ପ୍ରକୁତ ହିତାଧିକାରୀ ଙ୍କ ପାଖକୁ ପହଁଞ୍ଚୁଛି କି ନାହିଁ ତାହା ତଦନ୍ତ କରିବାକୁ କେହିନାହିଁ,ନ୍ୟୁଜ ପ୍ରସାରଣ ପରେ କେବେ ନୁପି ମାଉସୀ ପାଖକୁ ପ୍ରଶାସନ ପହୁଁଚୁଛନ୍ତି ଦେଖିବାକୁ ବାକି ରହିଲା

  • Related Posts

    ହିନ୍ଦୋଳ ଉପଖଣ୍ଡ ସ୍ଥରୀୟ ସାମ୍ବାଦିକ ସଙ୍ଘ ବାର୍ଷିକ ଉଛବ , ମୁଖ୍ୟ ବକ୍ତା ଙ୍କ ଅଭିଭାଷଣ ସାମ୍ବାଦିକହେଉଛନ୍ତି ଦେଶର ଜାଗ୍ରତ ପ୍ରହରି, ସାମ୍ବାଦିକ ବିନା ରାଷ୍ଟ୍ର ଗଠନ ଅସମ୍ଭବ|

    ଢେଙ୍କାନାଳ:–(ସୁମନ୍ତ ଦେହୁରୀ)ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ତ ରାସୋଳ ସ୍ଥିତ ଦାମାନି ପ୍ଲାଜା ପରିସର ରେ ଶନିବାର  ହିନ୍ଦୋଳ ସାମ୍ବାଦିକ ସଂଘର ବାର୍ଷୋକୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ସଂଘର ସଭାପତି ସୁଶାନ୍ତ ପତିଙ୍କ ପୌରହିତ୍ୟରେ ଜାତୀୟ ପ୍ରେସ ଦିବସ ଅବସର ରେ…

    Read more

    କେନ୍ଦୁ ଘାଟି ରେ ଗାଡି ଓଲଟି ଜଣେ ମୃତ ଦୁଇ ଗୁରୁତର |

    ମୋହନା -( ଜିତେନ୍ଦ୍ର କୁମାର ବେହେରା)ମୋହନା ଥାନା କେନ୍ଦୁ ଘାଟି ରେ ଓଲଟିଲା ଟ୍ରାଭେଲାର ଗାଡ଼ି, ଜଣେ ମୃତ ୬ ଆହାତ। ଆହାତ ଙ୍କ ମଧ୍ୟରୁ ଦୁଇ ଗୁରୁତର ଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ୍ କୁ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁସାରେ…

    Read more

    Leave a Reply

    Your email address will not be published. Required fields are marked *