ଗଞ୍ଜାମ:–(. ପ୍ରମୋଦ କୁମାର ପତ୍ର )ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଗାୟାଗଣ୍ଡା ପଂଚାୟତ ରେ ଚାଲିଚି ଅରାଜକତା ଏଠି କେହି କିଚିଦେଖୁ ନାହାନ୍ତି କି ଶୁଣୁ ନାହାନ୍ତି ସମସ୍ତେ ନୀରବ ଯଦି କେହି ଅଭିଯୋଗ କରେ ତେବେ ମାଡ଼ ର ଭୟ।ଦିନ ଲୋକରେ ସମସ୍ତ ଙ୍କ ସମ୍ମୁଖରେ ଜଣେ ଚୋରା କଳା ବାଜରି ସରକାର ଙ୍କ ବଣ୍ଟନ ହେଉଥିବା ଅରୁଆ ଚାଉଳ ରଖି ଉଷୁନା ଚାଉଳ ବଦଳାଇ ଦେବାକୁ କିଲୋ ପିଛା ଦଶ ଟଙ୍କା ଲାଭ ନି ଏ। ବେପାରୀ ଲୋକଙ୍କୁ ଭୟଭୀତ କରାଇ କହେ ଯେ ଅରୁଆ ଚାଉଳ ଖାଇଲେ ରୋଗ ହେବ ତେଣୁ ତାହା ବଦ ଲାଇ ଉଷୁନା ନିଅ ଓ ମୋତେ କିଲୋ ପିଛା ଦଶ ଟଙ୍କା ଦିଅ ଗରିବ ନିରୀହ ଲୋକ ମାନେ ବାଧ୍ୟ ହୋଇ ଟଙ୍କା ଦେଇ ବଦଳାଇ ନେଉଛନ୍ତି ଏବଂ ବେପାରୀ ଜଣକ ମଜାରେ ଘରେ ବସି ହଜାର ହଜାର ଟଙ୍କା ରୋଜଗାର କରନ୍ତି ଏଣୁ ତୁରନ୍ତ ପୋଲିସ ବିଭାଗ ନଜର ଦେଲେ ବେପାରୀ ବୁଝିପରନ୍ତା ପୁନଶ୍ଚ ଏହି ବେପାରୀ ଏହି ଚାଉଳ କଳା ବଜାର କରି କିଛି ଦିନ ତଳେ ଜେଲ ରେ ଥିଲେ ଏବେ ଆସି।ପୁଣି ତାଙ୍କ କଳା ସାମ୍ରାଜ୍ୟ ଚାକୁ କରିଛନ୍ତି ଗଞ୍ଜାମ ଜିଲ୍ଲା ତରଶୀଙ୍ଗି ଥାନା ବାବୁ ଟିକେ ଦୃଷ୍ଟି ଦେଇ ଗରିବ ଙ୍କୁ ସାହାଯ୍ୟ କରିବାକୁ ଲୋକମାନେ।ନିବେଦନ କରିଛନ୍ତି
ହିନ୍ଦୋଳ ଉପଖଣ୍ଡ ସ୍ଥରୀୟ ସାମ୍ବାଦିକ ସଙ୍ଘ ବାର୍ଷିକ ଉଛବ , ମୁଖ୍ୟ ବକ୍ତା ଙ୍କ ଅଭିଭାଷଣ ସାମ୍ବାଦିକହେଉଛନ୍ତି ଦେଶର ଜାଗ୍ରତ ପ୍ରହରି, ସାମ୍ବାଦିକ ବିନା ରାଷ୍ଟ୍ର ଗଠନ ଅସମ୍ଭବ|
ଢେଙ୍କାନାଳ:–(ସୁମନ୍ତ ଦେହୁରୀ)ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ତ ରାସୋଳ ସ୍ଥିତ ଦାମାନି ପ୍ଲାଜା ପରିସର ରେ ଶନିବାର ହିନ୍ଦୋଳ ସାମ୍ବାଦିକ ସଂଘର ବାର୍ଷୋକୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ସଂଘର ସଭାପତି ସୁଶାନ୍ତ ପତିଙ୍କ ପୌରହିତ୍ୟରେ ଜାତୀୟ ପ୍ରେସ ଦିବସ ଅବସର ରେ…
Read more