ଲେତେର ତ୍ରିଶକ୍ତି ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ|



କଳାହାଣ୍ଡି:—( ଡମ୍ବରୁଧର ଭୋଇ )କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ  ତ୍ରିଶକ୍ତି ହାଇସ୍କୁଲ ଠାରେ ଗୋଷ୍ଠୀ ଶିକ୍ଷା ଅଧିକାରି ଭବାନୀ ଶଙ୍କର ଯୋଶୀ ଙ୍କ ସଭାପତିତ୍ବ ରେ ଶୁକ୍ରବାର ସକାଳ ୧୧ ଟା ରେ  ବ୍ଲକ ସ୍ତରୀୟ ରାଷ୍ଟୀୟ ଅବିସ୍କାର ଦିବସ ପାଳିତ ଓ ବାଳ ବୈଜ୍ଞାନିକ ପ୍ରଦର୍ଶନୀ ବା ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମ ରେ ସ୍ଥାନୀୟ ସରପଞ୍ଚ ଦମୟନ୍ତୀ ଭୋଇ,ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ କଳାହାଣ୍ଡି ଦୁଷ୍ମନ୍ତ ଶେଖର ପାଢ଼ୀ, ପୋଲିସ ଉଚ୍ଚ ବିଦ୍ୟାଳୟ ଭବାନୀପାଟଣା ଶିକ୍ଷକ ରବି ପଟ୍ଟନାୟକ,ନୋଡାଲ ପ୍ରଧାନ ଶିକ୍ଷକ ଗୋଲାମୁଣ୍ଡା ଲୀଳାମ୍ବର ବିଶି, ଦଶପୁର ଭଣ୍ଡାରଘରଣୀ ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ ନିରଞ୍ଜନ ନାଏକ,ସମାଜ ସେବୀ ଶ୍ୟାମ ସୁନ୍ଦର ଅଗ୍ରୱାଲ,ନାଏବ ସରପଞ୍ଚ ଲେତର ନାର୍ଦ ତାଣ୍ଡି, ଲେତେର ପ୍ରଧାନ ଶିକ୍ଷକ ବୀରବର ନାଏକ ଶ୍ରୀ ନିରଞ୍ଜନ ନର୍କ ସେନୀର ବିଜ୍ଞାନ ଶିକ୍ଷକ ୟୁଯିୟୁପି ବିଦ୍ୟାଳୟ ଲେତେର , ଭୀଷ୍ମ ସାହୁ ଭଣ୍ଡାରଘରଣୀ ଉଚ୍ଚ ବିଦ୍ୟାଳୟ ଦଶପୁର, ବିଜ୍ଞାନ ଶିକ୍ଷକ କୁମୁଦ ଚନ୍ଦ୍ର ପଟେଲ,ସିଆର ସିସି ମହାଲିଙ୍ଗ କ୍ଲଷ୍ଟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିବା ବେଳେ କୁମୁଦଚନ୍ଦ୍ର ପଟେଲ ମଞ୍ଚ ପରିଚାଳନା କରିଥିଲେ । ପରିଶେଷରେ ସମସ୍ତ ବିଦ୍ୟାଳୟ ଛାତ୍ର୍ ଛାତ୍ରୀମାନଙ୍କ ପ୍ରକଳ୍ପ ତିଆରି କରି ଆଣିଥିବା ବିଜ୍ଞାନୀକ ସମଗ୍ରିକୁ ମଞ୍ଚାଷିନ ଅତିଥି ବୁଲି ଦେଖିଥିଲେ ପରେ ମୁଖ୍ୟ ଅତିଥି ଉତ୍ତିର୍ଣ୍ଣ ଛାତ୍ର ଛାତ୍ରୀ ଙ୍କୁ ପୁରସ୍କାର ବିତରଣ କରିଥିଲେ ଓ ତ୍ରିଶକ୍ତି ଉଚ୍ଚ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ର ଛାତ୍ରୀ ଙ୍କ ସହ ଅଶୋକ କୁମାର ପଟେଲ ସହଯୋଗ କରିଥିଲେ। ଏଥିରେ ବାଳ ବିଜ୍ଞାନିକ ର ୭ ଟି ଏବଂ ରାଷ୍ଟ୍ରୀୟ ଆବିଷ୍କାର ଅଭିଜାନ ର ୩ ଟି ପ୍ରକଳ୍ପ ଚୟନ କରାଯାଇଥିଲା।

  • Related Posts

    ହିନ୍ଦୋଳ ଉପଖଣ୍ଡ ସ୍ଥରୀୟ ସାମ୍ବାଦିକ ସଙ୍ଘ ବାର୍ଷିକ ଉଛବ , ମୁଖ୍ୟ ବକ୍ତା ଙ୍କ ଅଭିଭାଷଣ ସାମ୍ବାଦିକହେଉଛନ୍ତି ଦେଶର ଜାଗ୍ରତ ପ୍ରହରି, ସାମ୍ବାଦିକ ବିନା ରାଷ୍ଟ୍ର ଗଠନ ଅସମ୍ଭବ|

    ଢେଙ୍କାନାଳ:–(ସୁମନ୍ତ ଦେହୁରୀ)ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ତ ରାସୋଳ ସ୍ଥିତ ଦାମାନି ପ୍ଲାଜା ପରିସର ରେ ଶନିବାର  ହିନ୍ଦୋଳ ସାମ୍ବାଦିକ ସଂଘର ବାର୍ଷୋକୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ସଂଘର ସଭାପତି ସୁଶାନ୍ତ ପତିଙ୍କ ପୌରହିତ୍ୟରେ ଜାତୀୟ ପ୍ରେସ ଦିବସ ଅବସର ରେ…

    Read more

    କେନ୍ଦୁ ଘାଟି ରେ ଗାଡି ଓଲଟି ଜଣେ ମୃତ ଦୁଇ ଗୁରୁତର |

    ମୋହନା -( ଜିତେନ୍ଦ୍ର କୁମାର ବେହେରା)ମୋହନା ଥାନା କେନ୍ଦୁ ଘାଟି ରେ ଓଲଟିଲା ଟ୍ରାଭେଲାର ଗାଡ଼ି, ଜଣେ ମୃତ ୬ ଆହାତ। ଆହାତ ଙ୍କ ମଧ୍ୟରୁ ଦୁଇ ଗୁରୁତର ଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ୍ କୁ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁସାରେ…

    Read more

    Leave a Reply

    Your email address will not be published. Required fields are marked *