ଅନାସ୍ଥା ସ୍ଥଗିତ ପାଇଁ ବିଡ଼ିଓ ଙ୍କୁ ଦାବିପତ୍ର


ବରଗଡ଼/ ଗାଇସିଲେଟ :– ( ଫକୀର ରଣା) ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ତାଳପାଳି ଗ୍ରାମ ପଞ୍ଚାୟତ ସରପଞ୍ଚ ଉର୍ମିଳା ସେଠ୍ ଙ୍କୁ ଲକ୍ଷାଧିକ ଟଙ୍କାର ହେର ଫର୍ ତଥା ଅଶାଳୀନ ବ୍ୟବହାର ବ୍ୟବହାର ଅଭିଯୋଗ ନେଇ ୱାର୍ଡ଼ ସଭ୍ୟ,ସଭ୍ୟା ମାନେ ଏକ ଅନାସ୍ଥା ପ୍ରସ୍ତାବ ଆଣିଥିବା ବେଳେ ଉକ୍ତ ଅଭିଯୋଗ କୁ ମିଥ୍ୟା କହିବା ସହ ସହ୍ୟ କରି ନ ପାରି ସରପଞ୍ଚ ଶ୍ରୀମତୀ ସେଠ୍ ବିଷ ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ବୁର୍ଲା ଡାକ୍ତରଖାନା ରେ ଚିକିତ୍ସିତ ହୋଇ ମୃତ୍ୟୁସହ ସଂଗ୍ରାମ କରୁଛନ୍ତି । ଏଣୁ ଗାଇସିଲେଟ ସରପଞ୍ଚ ସଂଘ ଆସନ୍ତା ୧୨ ତାରିଖ ରେ ଥିବା ଅନାସ୍ଥା ଭୋଟ ଦାନ କାର୍ଯ୍ୟକ୍ରମ କୁ ସ୍ଥଗିତ ରଖି ପରବର୍ତ୍ତୀ ସମୟରେ ଏହାର ତଦନ୍ତ କରି ଉପଯୁକ୍ତ ନ୍ୟାୟ ପ୍ରଦାନ ପାଇଁ ଦାବୀ କରିଛନ୍ତ |

  • Related Posts

    ହିନ୍ଦୋଳ ଉପଖଣ୍ଡ ସ୍ଥରୀୟ ସାମ୍ବାଦିକ ସଙ୍ଘ ବାର୍ଷିକ ଉଛବ , ମୁଖ୍ୟ ବକ୍ତା ଙ୍କ ଅଭିଭାଷଣ ସାମ୍ବାଦିକହେଉଛନ୍ତି ଦେଶର ଜାଗ୍ରତ ପ୍ରହରି, ସାମ୍ବାଦିକ ବିନା ରାଷ୍ଟ୍ର ଗଠନ ଅସମ୍ଭବ|

    ଢେଙ୍କାନାଳ:–(ସୁମନ୍ତ ଦେହୁରୀ)ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ତ ରାସୋଳ ସ୍ଥିତ ଦାମାନି ପ୍ଲାଜା ପରିସର ରେ ଶନିବାର  ହିନ୍ଦୋଳ ସାମ୍ବାଦିକ ସଂଘର ବାର୍ଷୋକୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ସଂଘର ସଭାପତି ସୁଶାନ୍ତ ପତିଙ୍କ ପୌରହିତ୍ୟରେ ଜାତୀୟ ପ୍ରେସ ଦିବସ ଅବସର ରେ…

    Read more

    କେନ୍ଦୁ ଘାଟି ରେ ଗାଡି ଓଲଟି ଜଣେ ମୃତ ଦୁଇ ଗୁରୁତର |

    ମୋହନା -( ଜିତେନ୍ଦ୍ର କୁମାର ବେହେରା)ମୋହନା ଥାନା କେନ୍ଦୁ ଘାଟି ରେ ଓଲଟିଲା ଟ୍ରାଭେଲାର ଗାଡ଼ି, ଜଣେ ମୃତ ୬ ଆହାତ। ଆହାତ ଙ୍କ ମଧ୍ୟରୁ ଦୁଇ ଗୁରୁତର ଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ୍ କୁ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁସାରେ…

    Read more

    Leave a Reply

    Your email address will not be published. Required fields are marked *