ବିପର୍ଯ୍ୟୟ ପରିଚାଳନା ଶିବିର ଅନୁଷ୍ଠିତ|

  ଗଜପତି;—( ଜିତେନ୍ଦ୍ର କୁମାର ବେହେରା )ଆଜି ଗଜପତି  ଜିଲ୍ଲା ମୋହନା ହିଲ ଟପ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ  ଠାରେ ଜାତୀୟ ବିପର୍ଯ୍ୟୟ ପରିଚାଳନା ସଂସ୍ଥା(NDRF)ତରଫରୁ ବିପର୍ଯ୍ୟୟ ପରିଚାଳନା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି. ଏହି ଶିବିର କୁ ଅଧକ୍ଷ ଶ୍ରୀ ସିମାଞ୍ଚଳ ସାହୁ ଉଦଘାଟନ କରିଥିବା ବେଳେ NDRF ସବ ଇନ୍ସପେକ୍ଟର ଶ୍ରୀ ବିବେକ କୁମାର ପାଣ୍ଡେ ଓ ତାଙ୍କରି ଟିମ ଛାତ୍ର ଛାତ୍ରୀ ମାନଙ୍କୁ ବିପର୍ଯ୍ୟୟ ପରିଚାଳନା ସମ୍ବଧରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ. ଏହି ଶିବିର ରେ ସ୍ଥାନୀୟ ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ଶ୍ରୀ ଦୀପକ ପ୍ରଧାନ ଓ ପେସା ସଂଯୋଜକ ଶ୍ରୀ ବିଶ୍ୱଜିତ ନାୟକ ସମ୍ମାନିତ ଅତିଥି ଭାବେ ଯୋଗଦାନ ଦେଇଥିଲେ. ଏବଂ ଏହି ଶିବିର କୁ ରାଜନୀତି ବିଜ୍ଞାନ ଅଧ୍ୟାପକ ଶ୍ରୀ ଅନିଲ ତ୍ରିପାଠୀ ସଂଯୋଜନା କରିଥିବା ବେଳେ ଡକ୍ଟର ଅନ୍ତର୍ଯ୍ୟାମୀ ଗୌଡ଼, ଶ୍ରୀ ଗୋପାଳ ପଟ୍ଟନାୟକ, ଶ୍ରୀ ମାନସ ରଞ୍ଜନ ପାଣିଗ୍ରାହୀ ଓ ଶ୍ରୀ ଆଶିଷ ଅଧିକାରୀ ସହଯୋଗ କରିଥିଲେ l 

  • Related Posts

    ପୋଖରୀ ରେ ବୁଡି ଦୁଇ ନାବାଳକ ମୃତ|

    ଢେଙ୍କାନାଳ:–(ନିହାର ରଞ୍ଜନ ରାଉତ) ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଥାନା ଏକତାଳି ଗ୍ରାମରେ ଅଘଟଣ।ପୋଖରିରେ ବୁଡି ଦୁଇ ନାବାଳକ ଭାଇ ମୃତ।ସଂପର୍କରେ ଉଭୟ ଦାଦା ପୁଅ ଓ ବଡ଼ ବାପା ପୂଅ ହୋଇଥିବା ଜଣାପଡିଛି।ମୃତକ ଦ୍ବୟ ହେଲେ ଗଣେଶ୍ବର ବେହେରା (୮)ଓ…

    Read more

    ପ୍ରଦୀପ୍ତ କୁମାର ସାହୁ କନିଷ୍ଠ କିରାଣୀ ଭିଜିଲାନ୍ସ ବିଭାଗ ଦ୍ୱାରା ଗିରଫ

    ଖୋର୍ଦ୍ଧା:–( ପ୍ରିୟଙ୍କା ମହାପାତ୍ର )ଖୋର୍ଦ୍ଧା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ କନିଷ୍ଠ କିରାଣୀ ପ୍ରଦୀପ୍ତ କୁମାର ସାହୁ ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରିଛନ୍ତି। ଖୋର୍ଦ୍ଧା ଚମ୍ପାଝର ଏମ ଇ ସ୍କୁଲ ପୂର୍ବତନ ଶିକ୍ଷୟତ୍ରୀ ବିଜୟନୀ ତ୍ରିପାଠୀଙ୍କ ଠାରୁ ଏରିୟର ଦୁଇଟି …

    Read more

    Leave a Reply

    Your email address will not be published. Required fields are marked *