ପାରାଦୀପ:–( ରାଜଦିପ୍ ବିଶ୍ୱାସ ) ପାରାଦୀପ ଏମ୍, ଏନସ ଇଣ୍ଡିଆ କମ୍ପାନୀ ରେ କାମ କରୁଥିବା ଶହ ଶହ ଶ୍ରମିକ ଦୀର୍ଘ ପନ୍ଦର ବର୍ଷ ଧରି କାମକରି ଆସୁଥିବା ବେଳେ କମ୍ପାନୀ କତୃପକ୍ଷ ଶ୍ରମିକ ମାନଙ୍କ ଦରମା ସୀମିତ ରଖିଥିବା ନେଇ ଶ୍ରମିକ ମାନେ କମ୍ପାନୀ ସମୁଖ ଗେଟେ ସାମ୍ନାରେ ଧାରଣା ଦେଇଥିବା ଦେଖିବାକୁ ମିଳିଛି l ଏହି ଶ୍ରମିକ ମାନଙ୍କୁ ସିଧା ସଳଖ ଏମ୍ ଏନସ କମ୍ପାନୀରେ ନିଯୁକ୍ତି ଦେଇ ନ ଥିବା ବେଳେ ଗୋଟେ ଠିକା କମ୍ପାନୀ ଏମ ଏସ ଇଣ୍ଡିଆ କମ୍ପାନୀରୁ କାମ ନେଇଥିବା ଅଡିକୋ ନାମଙ୍କ କମ୍ପାନୀରେ କାର୍ଯ୍ୟ କରୁଥିବା ଜଣା ଯାଇଛି l ଏହି ଶ୍ରମିକ ମାନେ ହାଣ୍ଡିଆ ଗ୍ରାମର ବିସ୍ଥାପିତ ଓ ଜମି ହରା କୃଷକ ହୋଇଥିବା ବେଳେ ସେମାନଙ୍କୁ ଦେଉଥିବା 10 /12 ହଜାର ଟଙ୍କା ଦମାରେ 15 ବର୍ଷ ଧରି ପିଲା ଚ୍ଛୁଆ ସଂସାର ଙ୍କୁ ଧରି ଚଳିବାକୁ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଥିବା ବେଳେ ବାରମ୍ବାର କମ୍ପାନୀ କତୃପକ୍ଷ ଙ୍କୁ ଜଣାଇ ଲେ ମଧ୍ୟ କୌଣସି ସୁଫଳ ମିଳୁ ନାହିଁ l ଏହି ଶ୍ରମିକ ମାନଙ୍କ ମଧ୍ୟରେ ହାଇୟlର ଶିକ୍ଷ୍ୟା ଗତ ଯୋଗ୍ୟତା ଥାଇ ମଧ୍ୟ ସେମାନେ ସୀମିତ ଦରମାରେ କାର୍ଯ୍ୟ କରୁଥିବା ନେଇ ଅଭିଯୋଗ କରିଛନ୍ତି l ଏହି କମ୍ପାନୀରେ ବାହାରୁ ଶ୍ରମିକ ଆଣି ସେମାନଙ୍କୁ ତିରିଶି ହଜାର ରୁ ଉର୍ଦ୍ଧ ଦରମା ଦେଇ କମ୍ପାନୀ ନିଜର କାର୍ଯ୍ୟ କରୁଥିବା ରୁ ଏହି ଶ୍ରମିକ ମାନେ ଦୁଃଖ ପ୍ରକାଶ କରିବା ସହ ନିଜ ଭିତର ଥିବା ଶିକ୍ଷ୍ୟା ଗତ ଯୋଗ୍ୟତା କୁ ନେଇ ପ୍ରଶ୍ନ ଉଠାଇ ଛନ୍ତି l କମ୍ପାନୀ ଏହି ଶ୍ରମିକ ମାନଙ୍କୁ ଅଣଦେଖା କରୁଥିବା ନେଇ ଆଜି ସକାଳୁ ଏମ ନ୍ଏସ , ଇଣ୍ଡିଆ ସମ୍ମୁଖ ଗେଟ୍ ସାମ୍ନାରେଶାନ୍ତି ପୁର୍ଣ୍ଣ ଧାରଣା ଦେଇଛନ୍ତି l ଶ୍ରମିକ ମାନଙ୍କ ଦାବି ପୂରଣ ନ ହେବl ତକ ଏହି ଧାରଣା ଜାରୀ ରହିବ ବୋଲି ଶ୍ରମିକ ମାନେ ଚେତାବନୀ ଦେଇଛନ୍ତି l
ହିନ୍ଦୋଳ ଉପଖଣ୍ଡ ସ୍ଥରୀୟ ସାମ୍ବାଦିକ ସଙ୍ଘ ବାର୍ଷିକ ଉଛବ , ମୁଖ୍ୟ ବକ୍ତା ଙ୍କ ଅଭିଭାଷଣ ସାମ୍ବାଦିକହେଉଛନ୍ତି ଦେଶର ଜାଗ୍ରତ ପ୍ରହରି, ସାମ୍ବାଦିକ ବିନା ରାଷ୍ଟ୍ର ଗଠନ ଅସମ୍ଭବ|
ଢେଙ୍କାନାଳ:–(ସୁମନ୍ତ ଦେହୁରୀ)ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ତ ରାସୋଳ ସ୍ଥିତ ଦାମାନି ପ୍ଲାଜା ପରିସର ରେ ଶନିବାର ହିନ୍ଦୋଳ ସାମ୍ବାଦିକ ସଂଘର ବାର୍ଷୋକୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ସଂଘର ସଭାପତି ସୁଶାନ୍ତ ପତିଙ୍କ ପୌରହିତ୍ୟରେ ଜାତୀୟ ପ୍ରେସ ଦିବସ ଅବସର ରେ…
Read more