କଳାହାଣ୍ଡି:–( ଡମ୍ବରୁଧର ଭୋଇ ) କଳାହାଣ୍ଡି ଜିଲ୍ଲା ମୋହନ ଗିରି ପୋଲିସ ଫାଣ୍ଡି ଅନ୍ତର୍ଗତ ଦେଢ଼ ସୁଲି ପଞ୍ଚାୟତ ରୁବେନ ଗ୍ରାମର ରୀପା ମାଝୀଙ୍କ ଘରୁ ନଗଦ ୨ ଲକ୍ଷ ୪୦ ହଜାର ଟଙ୍କା ଡକାୟତ କରି ନେଇଥିବା ବେଳେ ଗ୍ରାମ ଲୋକେ ତିନି ଜଣଙ୍କୁ କାବୁ କରି ଥିବା ବେଳେ ଚାରି ଜଣ ଫେରାର ମାରିଛନ୍ତି। ତିନି ଜଣଙ୍କୁ ମୋହନ ଗିରି ପୋଲିସ ଫାଣ୍ଡିରେ ଜିମା ଦେଇଛନ୍ତି। ସେହି ତିନିଜଣ ହେଲେ ପିଣ୍ଟୁ ସେଠୀ ବୟସ 28 ବାଲିଗୁଡା, ଆଶିଷ ଦିଗାଲ ବୟସ 28 ବାଲିଗୁଡା ଓ ସୁଧାକର ବଳିଆର ସିଂ ବୟସ 32 ପକାରି ବଟାଗୁଡା ବୋଲି ଜଣା ପଡ଼ିଛି । ପୋଲିସ ଏନେଇ ତଦନ୍ତ ଜାରି ରଖିଛି।
କେନ୍ଦୁ ଘାଟି ରେ ଗାଡି ଓଲଟି ଜଣେ ମୃତ ଦୁଇ ଗୁରୁତର |
ମୋହନା -( ଜିତେନ୍ଦ୍ର କୁମାର ବେହେରା)ମୋହନା ଥାନା କେନ୍ଦୁ ଘାଟି ରେ ଓଲଟିଲା ଟ୍ରାଭେଲାର ଗାଡ଼ି, ଜଣେ ମୃତ ୬ ଆହାତ। ଆହାତ ଙ୍କ ମଧ୍ୟରୁ ଦୁଇ ଗୁରୁତର ଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ୍ କୁ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁସାରେ…
Read more