ଭଦ୍ରକ :–(ଅଶ୍ଵିନୀ ପାଢୀ) ଦିନ ଧରି ଭଦ୍ରକ ଜିଲ୍ଲାରେ ଦେଖିବାକୁ ମିଳିଛି ବେଧଡ଼କ ଗୋ ଚାଲାଣ ସାଙ୍ଗକୁ ବିଭିନ୍ନ ଅସାମାଜିକ କାର୍ଯ୍ଯ …ଯାହାକି ଏକ ଭିନ୍ନ ଲଘୁ ସଂପ୍ରଦାୟର ବୋଲି ଅଭିଯୋଗ ଆଣିଛି ହିନ୍ଦୁ ଜାଗରଣ ମଞ୍ଚ … ଏହାର କାରଣ ଏଠାରେ ସେମାନଙ୍କ ସଂଖ୍ୟା ଗରିଷ୍ଠତା ବଢ଼ିବାରୁ ଏଭଳି ହେଉଛି ବୋଲି ଆଶଙ୍କା କରିଛି ହିନ୍ଦୁ ସମାଜ …. ଏଥି ନେଇ ଜିଲ୍ଲାର ସଦର ମହକୁମାରେ ହଜାର ହଜାର ଯୁବକ ଏକାଠି ହେବାର ଦେଖିବାକୁ ମିଳିଛି …ହିନ୍ଦୁ ଦେବତା ଗୋ ମାତାଙ୍କ ଉପରେ ଅତ୍ୟାଚାର ଏବଂ ଚାଲାଣ ସମେତ ବିଭିନ୍ନ ନିର୍ଯ୍ୟାତନା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଦେଖିବାକୁ ମିଳିଛି ….କେବଳ ସେତିକ ନୁହଁ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଅନୁପ୍ରବେଶ ଏକ ଚିନ୍ତାର ବିଷୟ ହୋଇଥିବା ବେଳେ ମେଳ ହୋଇ ବିଭିନ୍ନ ଯାଗାରେ ହିନ୍ଦୁ ପରିବାରଙ୍କ ଉପରେ ଆକ୍ରମଣ ସାଙ୍ଗକୁ ପୁଲିସ ଉପରେ ମଧ୍ୟ ଆକ୍ରମଣ ହେବାର ନଜିର ରହିଛି ….ଏଥି ନେଇ ପ୍ରଶାସନର ଅବହେଳା ଏବଂ ନୀରବ ନିଶ୍ଚଳତା ଆଜି ହିନ୍ଦୁତ୍ବବାଦୀଙ୍କ ସହନଶୀଳତାକୁ ଭେଦ କରିଥିବାରୁ ଆଜି ସମଗ୍ର ଜିଲ୍ଲାର କୋଣ ଅନୁକୋଣରୁ ବିଭିନ୍ନ ସଂଗଠନ ମାନ ଏକାଠି ହୋଇ ଜିଲ୍ଲାପାଳଙ୍କ ଅଫିସକୁ ଧସେଇ ପଶିବାକୁ ଚେଷ୍ଟା କରିବା ପରେ ସେଠାରେ ଆଗରୁ ପ୍ରସ୍ତୁତ ଥିବା ଏକ ମଞ୍ଚରେ ବରିଷ୍ଠ ମାନେ ସିଧାସଳଖ ପ୍ରଶାସନକୁ ଚେତାବନୀ ଦେଇଛନ୍ତି
ହିନ୍ଦୋଳ ଉପଖଣ୍ଡ ସ୍ଥରୀୟ ସାମ୍ବାଦିକ ସଙ୍ଘ ବାର୍ଷିକ ଉଛବ , ମୁଖ୍ୟ ବକ୍ତା ଙ୍କ ଅଭିଭାଷଣ ସାମ୍ବାଦିକହେଉଛନ୍ତି ଦେଶର ଜାଗ୍ରତ ପ୍ରହରି, ସାମ୍ବାଦିକ ବିନା ରାଷ୍ଟ୍ର ଗଠନ ଅସମ୍ଭବ|
ଢେଙ୍କାନାଳ:–(ସୁମନ୍ତ ଦେହୁରୀ)ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ତ ରାସୋଳ ସ୍ଥିତ ଦାମାନି ପ୍ଲାଜା ପରିସର ରେ ଶନିବାର ହିନ୍ଦୋଳ ସାମ୍ବାଦିକ ସଂଘର ବାର୍ଷୋକୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ସଂଘର ସଭାପତି ସୁଶାନ୍ତ ପତିଙ୍କ ପୌରହିତ୍ୟରେ ଜାତୀୟ ପ୍ରେସ ଦିବସ ଅବସର ରେ…
Read more