ଗଞ୍ଜାମ :-(ସପନ କୁମାର ) ଚମା ଖଣ୍ଡି,୧/୧୧ ଛ ତ୍ର ପୁର ବ୍ଲକ ରେ ଵହୁ ଗ୍ରାମ ରେ ଦ୍ବ ନ୍ଦ ଆଶାଙ୍କା ଦୁଇ ଦିନ ପାଳନ କଲେ ପିତୃଦେବ ଶ୍ରାଦ୍ଧ ଓ ଆଲୋକ ପ ର୍ବ ଦୀପାବଳି ଅମାବାସ୍ୟା,। ଏହି ଦିନ ରେ ଯେଉଁ ପୁରାଣର କାହାଣୀ ରୁ ଭାଷା ଵ ର୍ଣ୍ଣିତ କରା ଯାଇ ଛି ଯେ,ପିତୃ ସତ୍ୟ ରକ୍ଷାକରିବା ପାଇଁ ରାମଚନ୍ଦ୍ର, ସୀତା ଓ ଭାଇ ଲକ୍ଷ୍ମଣଙ୍କ ସହ ରାବଣ କୁ ବଦ୍ଧ କରି ଅଯୋଧ୍ୟାକୁ ଫେରିବା ବେଳେ ଅଯୋଧ୍ୟା କୁ ଫେରୁଥିବା ରୁ ଅଞ୍ଚଳ ର ଜନ ସାଧାରଣ ଦୀପ ଜାଳି ଆଲୋ କ ପ ର୍ବ ପାଳି ସ୍ବାଗତ କରି ଥିଲେ,। ସେହି ଚମାଖଣ୍ଡି ଓ ଟାଙ୍ଗଣା ପଲ୍ଲୀ ଅଞ୍ଚଳ ର ସୁନ୍ଦର ପୁର ,ଦୁଆ ନ ପ ଲ୍ଲୀ, ନରେନ୍ଦ୍ରପୁର,ଜଗନ୍ନାଥ ପୁର,କେ ଟି ଏନ୍ ପୁର, ଚମା ଖଣ୍ଡି, ଟାଙ୍ଗଣା ପଲ୍ଲୀ ଲକ୍ଷ୍ମୀ ପୁର, ରଘୁନାଥ ପୁର, ଗୋବିନ୍ଦ ପୁର,ନାଉଳି,କରପଲ୍ଲୀ ,ଲଣ୍ଡା ବାଉଁଶ,ପାଟ ପୁର,କମା ପ ଲ୍ଲୀ,ଜଗତ ପ ଲ୍ଲୀ, ନରସିଂହ ପୁର, କୃଷ୍ଣ ଚନ୍ଦ୍ର ନଗର ତିହ, ନୂଆ ନଗର ତିହ,ଶିତଳା ପ ଲ୍ଲୀ, ଟା ଟା କଲୋନୀ ଚିକଲ ଖ ଣ୍ଡି, ବଡ଼ ମାଧ ପୁର,ଓ,ଛତ୍ରପୁର ପ୍ରଭୃତି ଅ ଞ୍ଚ ଳ ରେ ଦ୍ବ ନ୍ଦ ଆଶାଙ୍କା ରେ ଦୁଇ ଦିନ ଗୁରୁ ଵାର ଓ ଶୁ କ୍ର ଵାର ଦିନ ପିତୃପୁରୁଷଙ୍କୁ ଆବାହନ କରି ଶ୍ରାଦ୍ଧ କରି ଥିବା ବେଳେ ଘର,ସହ ପରି ଵାର ସଦସ୍ୟ ମାନେ ହାତରେ କାଉଁରିଆ କାଠି,ଆଖୁ ରେ,ଧଳା ବ ର୍ଣ୍ଣ କନା,ତୁଳା,ସଳିତା ଘିଅ ପକାଇ ଥିବା ସହ ଘର ମଝି କୋଣ ରୁ ପୂଜା ଅର୍ଚ୍ଚନା ଦୀପ ଧୂପ ନୈବେଦ୍ୟ ଅର୍ପଣ କରି ଥିଲେ,। ସେହି ପରି ଵାର ସଦସ୍ୟ ମାନେ ହାତରେ ଜଳ ନ୍ତା ଆଖୁ, କାଉଁରିଆ କାଠି ଧରି ତୁଳସୀ ଚଉରା ପାଖରେ ପୂଜା କରି, ନିଜର ପୂର୍ବ ପୁରୁଷ ପିତୃଦେବ ପୁରୁଷ ଙ୍କୁ ଉପରକୁ କାଉଁରିଆ କାଠି, ଆଖୁ ଇତ୍ୟାଦି ଧରି, ଗଙ୍ଗା,ଜେ,ଗୟା ଜେ, ଅନ୍ଧାରରେ ଆସି ଉଜେଳେ ରେ ଯା,ପୁରୀ ଯ ଅଯୋଧ୍ୟା ଯ, ମଥୁରା ଯ, ବଡ଼ ବଡିଆ ଚଡିଆ ବୋଲି ନାରାବାଜି ଦେଇ ଥିଲେ,।ପିଠା ମିଠା ଆଖୁ କଦଳୀ ଫଳ କୋଳି ନଡ଼ିଆ କଦଳୀ ଫୁଲ ଦେଇ ପୂଜା ଅର୍ଚ୍ଚନା ଦୀପ ଧୂପ ନୈବେଦ୍ୟ ଅର୍ପଣ କରି ଥିଲେ,।ଘରେ ଘରେ ସ ମ୍ମୁଖ ରେ ଆଲୋକ ମାଳ ସୂଜତିତ ହୋଇ ହେବା ସହ ମାଟି ଦୀପ ରଙ୍ଗ ବେରଙ୍ଗର ଲୁଚି ମାଳ ଝଲସି ଉଠୁଥିଲା,। ଏହି ଅବସରରେ ବାଣ କଲରାଖାଡି, ବିଭିନ୍ନ ଵାଣ ଫୁଟାଇ ରଙ୍ଗ ବେରଙ୍ଗର କରାଇ ଆଲୋକ ପର୍ବ ଦୀପାବଳି ଅମାବାସ୍ୟା ପାଳନ କରା ଯାଇ ଥିଲା,।
ହିନ୍ଦୋଳ ଉପଖଣ୍ଡ ସ୍ଥରୀୟ ସାମ୍ବାଦିକ ସଙ୍ଘ ବାର୍ଷିକ ଉଛବ , ମୁଖ୍ୟ ବକ୍ତା ଙ୍କ ଅଭିଭାଷଣ ସାମ୍ବାଦିକହେଉଛନ୍ତି ଦେଶର ଜାଗ୍ରତ ପ୍ରହରି, ସାମ୍ବାଦିକ ବିନା ରାଷ୍ଟ୍ର ଗଠନ ଅସମ୍ଭବ|
ଢେଙ୍କାନାଳ:–(ସୁମନ୍ତ ଦେହୁରୀ)ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ତ ରାସୋଳ ସ୍ଥିତ ଦାମାନି ପ୍ଲାଜା ପରିସର ରେ ଶନିବାର ହିନ୍ଦୋଳ ସାମ୍ବାଦିକ ସଂଘର ବାର୍ଷୋକୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ସଂଘର ସଭାପତି ସୁଶାନ୍ତ ପତିଙ୍କ ପୌରହିତ୍ୟରେ ଜାତୀୟ ପ୍ରେସ ଦିବସ ଅବସର ରେ…
Read more