ଉଠା ଦୋକାନୀଙ୍କ ଉପରେ ବଡ଼ ନିଷ୍ପତ୍ତି ନେଲା ପ୍ରଶାସନ, ଫୁଟପାତ୍ରେ ବସି ପାରିବେ ନାହିଁ |
କଟକ : କଟକ ବାଲିଯାତ୍ରାରେ ଫୁଟ୍ପାଥରେ ବସି ପାରିବେ ନାହିଁ ଉଠା ଦୋକାନୀ। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଶୁକ୍ରବାର କଟକ ଜିଲାପାଳ ଏକ ନିଷେଧାଦେଶ ଜାରି କରିଛନ୍ତି। ଏପରିକି ଫୁଟ୍ପାଥରେ ବ୍ୟବସାୟ ନିଷେଧ ପାଇଁ ୧୬୩ ଧାରା ଜାରି କରାଯାଇଛି। ଜୋବ୍ରାଠାରୁ…
Read moreAM NS ଇଣ୍ଡିଆ କମ୍ପାନୀ ସମ୍ମୁଖରେ ଶ୍ରମିକ ଧାରଣା |
ପାରାଦୀପ:–( ରାଜଦିପ୍ ବିଶ୍ୱାସ ) ପାରାଦୀପ ଏମ୍, ଏନସ ଇଣ୍ଡିଆ କମ୍ପାନୀ ରେ କାମ କରୁଥିବା ଶହ ଶହ ଶ୍ରମିକ ଦୀର୍ଘ ପନ୍ଦର ବର୍ଷ ଧରି କାମକରି ଆସୁଥିବା ବେଳେ କମ୍ପାନୀ କତୃପକ୍ଷ ଶ୍ରମିକ ମାନଙ୍କ ଦରମା ସୀମିତ ରଖିଥିବା…
Read moreକଟକରେ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ
“ସୁରଭି ୨୦୨୪ “ଉଦ୍ଘାଟିତ |
କଟକ:—( ବିନୋଦ କୁମାର ଭୋଇ) କଟକ ରେଭେନ୍ସା କଲିଜିଏଟ୍ ସ୍କୁଲ ସଭାଗୃହରେ ଆଜି ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ,”ସୁରଭି-୨୦୨୪” ଉଦଘାଟିତ ହୋଇଯାଇଛି। କଟକ ଜିଲ୍ଲା ଶିକ୍ଷା ଅଧୂକାରୀ ଡଃ ସନ୍ତୋଷ କୁମାର ରାଉତଙ୍କ ସଭାପତିତୋରେ ଅନୁଷ୍ଠିତ ଏହି ଶିଶୁ ମହୋତ୍ସବରେ କଟକ ମହାନଗର…
Read moreମାଣ୍ଡିଆ କ୍ଷେତ୍ର ଦିବସ ଆୟୋଜିତ |
ବୌଦ୍ଧ:–( ଅଭିମନ୍ୟୁ ନୟକ )ବୌଦ୍ଧ/୭/୧୧:ବାରମୁଣ୍ଡା ଗାଁରେ ଆୟୋଜିତ ମଣ୍ଡିଆ କ୍ଷେତ୍ର ଦିବସ କାର୍ଯ୍ୟକ୍ରମରେ ବାରମୁଣ୍ଡା ,ତଳଗାଁ ,ବଡଭୁରୁତା, ସାନଭୁରୁତା ,ଖଲିସାହି କଣ୍ଠିପଦର ,ଛୀତିକାବାରୀ, କୁକୁଟି, ଉଡୁଗୁଜୁ, ରେମଣ୍ଡା ଅଞ୍ଚଳରୁ ଶତାଧିକ କୃଷକ, କୃଷି ମିତ୍ର, ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟ…
Read moreକିଏ ବୁଝିବ ନୁପି ମାଉସୀଙ୍କ ଦୁଃଖ |
ସୁନ୍ଦରଗଡ଼:–(ଡମୁ ପାତ୍ର) ନୁପି ମାଉସୀଙ୍କ ସ୍ୱାମୀ ରେଗା ମୁଣ୍ଡାଙ୍କ ଦେହାନ୍ତ ପରେ ତିନି ଛୁଆଙ୍କୁ ଧରି ଦୁଃଖ କଷ୍ଟରେ ରହି ଆସୁଥିଲେ, କିନ୍ତୁ ଦୃଭାଗ୍ୟର ବିଷୟ ଜଙ୍ଗଲୀ ହାତୀ ତାଙ୍କର ରହୁଥିବା ଘର ଟି ଭାଙ୍ଗି ଚୂର୍ମାର କରିଦେଲା, କିନ୍ତୁ କୌଣସି…
Read moreସମିତି ସଭ୍ୟ ଚୈତନ୍ୟ ବେହେରା ଙ୍କ ଅକାଳ ମୃତ୍ୟୁ|
ଢେ଼ଙ୍କାନାଳ:–( ସନାତନ ନାଥ ) ଦୁଇ ଛୋଟ ଝିଅଙ୍କୁ ପର କରି ଚାଲିଗଲେ ଆରପାରିକୁ ବାଉଁଶ ପୋଖରୀ ପଞ୍ଚାୟତର ସମିତି ସଭ୍ୟ l ଢେ଼ଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅନ୍ତର୍ଗତ ବାଉଁଶ ପୋଖରୀ ପଞ୍ଚାୟତର ସମିତି ସଭ୍ୟ ଚୈତନ୍ୟ ବେହେରା…
Read moreଶିଶୁ ମହୋତ୍ସବ ମହକ|
କେନ୍ଦ୍ରାପଡ଼ା:–(ଦିପକ ମିଶ୍ର ପାଟକୁରା) କେନ୍ଦ୍ରାପଡ଼ା ଜିଲ୍ଲା କୋରୁଆ ମହିଳା ମହାବିଦ୍ୟାଳୟ ପରିସରରେ ମହିଳା ଶିଶୁ ବିକାଶ ବିଭାଗ ତଥା ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ମହକ ଓ ଉତ୍ସାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ର…
Read moreଶିଶୁ ଅନୁକୂଳ ପ୍ରଶିକ୍ଷଣ ଶିବିର |
ରିପୋର୍ଟ — (ଦିପକ ମିଶ୍ର ପାଟକୁରା ) ରାଜ୍ୟ ସରକାରଙ୍କ ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଏବଂ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତ ପ୍ରତିଷ୍ଠାନ ସହଯୋଗରେ ଗରଦପୁର ବ୍ଲକ ସମ୍ମିଳନୀ କକ୍ଷରେ ଅଙ୍ଗନୱାଡ଼ି କର୍ମୀ,ଆଶା ଓ ଓ୍ବାଡ…
Read moreଟିଟିଲାଗଡ଼ ଘଣ୍ଟାସୁନି ମନ୍ଦିର ରେ ସଫେଇ କାର୍ଯ୍ୟ କ୍ରମ ଅନୁଷ୍ଠିତ ।
ଟିଟିଲାଗଡ଼:–( ନୀଳାମ୍ବର ବେହେରା. ) ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ସହରର ମାଁ ଘଣ୍ଟା ସୁଣୀ ମନ୍ଦିର ପ୍ରାଙ୍ଗଣ ରେ ଟିଟିଲାଗଡ଼ ଲା ୟାନ୍ସ କ୍ଲବ୍ ତରଫରୁ ସଫେଇ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମ ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ମାନ୍ୟବର…
Read moreପାଇକସାହି ସ୍କୁଲ ସମ୍ମୁଖ ରାସ୍ତାରେ ଜଳ ନିଷ୍କାସନ ନ ହେବାରୁ ପିଲାଙ୍କ ପାଠ ପଢାରେ ବାଧା |
କଟକ:–(ବିନୋଦ କୁମାର ଭୋଇ) କଟକର ୫୬ ନମ୍ବର ଓ୍ବାର୍ଡ ଅନ୍ତର୍ଗତ ପାଇକ ସାହିରେ ଏକ ଅଭାବନୀୟ ପରିସ୍ଥିତି ଦେଖୂବାକୁ ମିଳିଛି। ପାଇକ ସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ମୁଖରେ ଥିବା ଦୁଇପଟକୁ ସଂଯୁକ୍ତ କରୁଥିବା ରାଜପଥ ତଳ ରାସ୍ତା ଦୀର୍ଘ ଦିନ ହେବ…
Read more